Indus Valley Times

ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ

 Breaking News

ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ

December 20
17:12 2021

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ
ନୂଆଗାଁ,୨୦/୧୨: ବିଭିନ୍ନ ସମୟରେ ଅସହାୟ ଗରିବ ଲୋକଙ୍କ ପାଖରେ ପହଂଚି ସହାୟତା ଯୋଗାଇ ଦେଉଥିବା କିଛି ବୁଧୀଜୀବି ସମାଜସେବୀଙ୍କ ସହିତ କିଛି ଅବସର ପ୍ରାପ୍ତ ଶିକ୍ଷକ ସୋମବାର ଦିନ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ , ବାଣ୍ଠପୁରୁ ପଂଚାୟତର ” ପୋଡ଼ା ସାହି” ଓ “ନୂଆସାହି ” ଗାଁ ର ଅଗ୍ନୀବିପନ ପରୀବାର ପାଖରେ ପହଞ୍ଚି , ଶୀତରୁ ସୁରକ୍ଷା ପାଇଁ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ଏଥି ସହ ଗ୍ରାମର ପିଲାମାନଙ୍କୁ ବିସ୍କୁଟ ଓ ଚକିଲେଟ ବଣ୍ଟନ କରିଥିଲେ । ଏଥିରେ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସମାଜସେବୀ ଦାମ ସାରା ଙ୍କ ସହିତ, ପରମା ନନ୍ଦ ସ୍ୱାଇଁ , ପୁର୍ଣ ଚନ୍ଦ୍ର ସାହୁ ,ଆନଦ ଚରଣ ମାହାନ୍ତି, ସୁବାସ ଚନ୍ଦ୍ର ନାୟକ , ଜ୍ୟୋତି ରଂଜନ, ପ୍ରସାନ୍ତ ଦାସ ପ୍ରମୁଖ ଅଗ୍ନି ବିପନ୍ନ ଙ୍କ ପାକରେ ପହଞ୍ଚି ସହାୟତା ର ହାତ ବଢ଼େଇ ଥୀଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031