Indus Valley Times

ନେହରୁ ଯୁବ କେନ୍ଦ୍ର ତରଫରୁ ବ୍ୟାଙ୍କ୍ ମିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ନେହରୁ ଯୁବ କେନ୍ଦ୍ର ତରଫରୁ ବ୍ୟାଙ୍କ୍ ମିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ନେହରୁ ଯୁବ କେନ୍ଦ୍ର ତରଫରୁ ବ୍ୟାଙ୍କ୍ ମିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ
February 14
21:02 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧୪/୨: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଭୃଙ୍ଗିଯୋଡି ପଞ୍ଚାୟତ ଶୁଣ୍ଡିଗାଁ ଗୋଷ୍ଠୀ କେନ୍ଦ୍ର ଠାରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ବ୍ୟାଙ୍କ ମିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି କ୍ଷ ନେହେରୁ ଯୁବ କେନ୍ଦ୍ର ର ସ୍ବେଛାସେବୀ ସୁଭଦ୍ରା କହଁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ସରପଞ୍ଚ ବୃନ୍ଦାବନ କହଁର, ଅଙ୍ଗନବାଡ଼ି କର୍ମୀ ସୁକାନ୍ତି କହଁର, ବିଦ୍ୟାଧର କହଁର, ଡିଏନଏସ ମହାବୀର ଯୁବକ ସଂଘର ସଭାପତି ସୁନିଲ୍ କୁମାର୍ କହଁର ପ୍ରମୁଖ ଉପସ୍ଥିତ ଥିଲେ କ୍ଷ
ଏହି କାର୍ଯ୍ୟ କ୍ରମ ରେ କରୋନା କଟକଣା କୁ ଆଖି ଆଗରେ ରଖି ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବଣ୍ଟନ କରାଯାଇଥିଲା କ୍ଷ
ଏହି କାର୍ଯ୍ୟ କ୍ରମ ରେ ଯୁବକ ସଂଘ ସୁଙ୍ଗାମାହା, କିଙ୍ଗଷ୍ଟାର ଯୁବକ ସଂଘ, କୁଟିଗୁଡା ଯୁବକ ସଂଘ ପ୍ରମୁଖ ଯୋଗ ଦେଇଥିଲେ କ୍ଷ ଏଥିରେ ବ୍ୟାଙ୍କ୍ ମିତ୍ର କଣ ବ୍ୟାଙ୍କ୍ ମିତ୍ର ହେଲେ କଣ କରିବାକୁ ପଡ଼ିବ ,କଣ ପ୍ରମାଣ ପତ୍ର ଦରକାର ଏହି ସବୁ ଉପରେ ଆଲୋଚନା କରାଯାଇଥିଲା କ୍ଷଯୁବ ସଂଘ ସଦସ୍ୟ ନୀଳକଣ୍ଠ କହଁର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କ୍ଷ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031