ଭୁବନେଶ୍ବର, ୬/୧୦: କଂଗ୍ରେସର ଓଡିଶା ପ୍ରଭାରୀ ଏ ଚେଲ୍ଲା କୁମାର ମଙ୍ଗଳବାର ଦିନ ଓଡ଼ିଶାରେ ଗସ୍ତରେ ଆସିଛନ୍ତି । ଏ ଚେଲ୍ଲା କୁମାର ଓଡିଶା ପ୍ରଭାରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ