ଭିଜିଲାନ୍ସ ଜାଲରେ ଓସିସିଏଲ୍ ସିନିୟର ମ୍ୟାନେଜର
September 20
13:04
2021
ସମ୍ବଲପୁର,୨୦/୯: ଭିଜିଲାନ୍ସ ଜାଲରେ ଓସିସିଏଲ୍ ସିନିୟର ମାନ୍ୟେଜର । ଆୟବହିର୍ଭୁତ ସମ୍ବତି ଢ଼ୁଳ ଅଭିଯୋଗରେ ସିନିୟର ଓସିସିଏଲ୍ ମାନ୍ୟେଜର ରଞ୍ଜନ ଡାଙ୍ଗଙ୍କ ଘରେ ଭିଜିଲାନ୍ସ ଟିମ ରେଡ ଜାରି ରହିଛି ।
ସମ୍ବଲପୁର ସ୍ଥିତ ଚୈତନ୍ୟନଗର ଘର ସହ ବିଭିନ୍ନ ସ୍ଥାନରେ ରେଡ ଜାରି ରଖିଛି ଭିଜିଲାନ୍ସ । ଚଢ଼ାଉ ବେଳେ ପୁଳାପୁଳା ଟଙ୍କା ବାହାରିଛି । ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି ।