Indus Valley Times

କଭୋଡ୍ ନିୟମ ଉଲ୍ଲଂଘନ କରି ପାଳନ ହେଉଥିଲା ଜନ୍ମଦିନ ପାର୍ଟି, ବାର ସିଲ୍ କଲା ପୁଲିସ୍‌

 Breaking News

କଭୋଡ୍ ନିୟମ ଉଲ୍ଲଂଘନ କରି ପାଳନ ହେଉଥିଲା ଜନ୍ମଦିନ ପାର୍ଟି, ବାର ସିଲ୍ କଲା ପୁଲିସ୍‌

October 19
13:30 2020

ଭୁବନେଶ୍ବର,୧୯/୧୦: ଭୁବନେଶ୍ବରରେ ଏକ ବାର୍‌ରେ ଜନ୍ମଦିନ ପାର୍ଟି ଚାଲିଥିଲା ବେଳେ କୋଭିଡ ନିୟମକୁ ସଂମ୍ପୁର୍ଣ୍ଣ ଉଲ୍ଲଂଘନ କରାଯାଇଥିଲା । କୋଭିଡ୍ ନିୟମ ଉଲ୍ଲଂଘନ ହେଉଥିବା ଅଭିଯୋଗରେ ପୁଲିସ୍ ବାର ଉପରେ ଚଢ଼ାଉ କରିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ଇନଫୋସିଟି ଅଞ୍ଚଳରେ ଥିବା ଇକୋ ବାରକୁ କୋଭିଡ୍ ନିୟମ ଉଲ୍ଲଂଘନ ହୋଥିବା ଅଭିଯୋଗରେ ସିଲ୍ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031